If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ପ୍ରତ୍ୟେକ ଶିକ୍ଷାର୍ଥୀ ପାଇଁ,
ପ୍ରତ୍ୟେକ ଶ୍ରେଣୀଗୃହ ପାଇଁ।
ବାସ୍ତବ ଫଳାଫଳ।

ଆମେ ଏକ ଲାଭରହିତ ସଂସ୍ଥା ଅଟୁ, ଆମର ମିଶନ ହେଉଛି ଯେ କୌଣସି ବ୍ୟକ୍ତିଙ୍କୁ, ଯେକୌଣସି ସ୍ଥାନରେ ଦେୟମୁକ୍ତ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରିବା

ଶିକ୍ଷାର୍ଥୀ, ଶିକ୍ଷକ ଏବଂ ପିତାମାତା:

ଖାନ୍ ଏକାଡେମୀ କାହିଁକି କାମ କରେ

ବ୍ୟକ୍ତିଗତ ଶିକ୍ଷା

ଶିକ୍ଷାର୍ଥୀମାନେ ନିଜ ଗତିରେ ଅଭ୍ୟାସ କରନ୍ତି, ପ୍ରଥମେ ସେମାନଙ୍କ ବୁଝାମଣାରେ ଥିବା ଅଭାବକୁ ପୂରଣ କରନ୍ତି ଏବଂ ତା'ପରେ ସେମାନଙ୍କର ଶିକ୍ଷଣକୁ ତ୍ୱରାନ୍ୱିତ କରନ୍ତି।

ଭରସାଯୋଗ୍ୟ ବିଷୟବସ୍ତୁ (content)

ଖାନ୍ ଏକାଡେମୀର ବିଶ୍ୱସ୍ତ ଅଭ୍ୟାସ ଏବଂ ପାଠଗୁଡ଼ିକରେ ଗଣିତ, ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଷୟ ରହିଛି ଯାହା ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏଗୁଡ଼ିକ ଶିକ୍ଷାର୍ଥୀ ଏବଂ ଶିକ୍ଷକଙ୍କ ପାଇଁ ସର୍ବଦା ଦେୟମୁକ୍ତ ଅଟେ।

ଶିକ୍ଷକମାନଙ୍କୁ ସଶକ୍ତ କରିବା ପାଇଁ ସାଧନ (tools)

ଖାନ୍ ଏକାଡେମୀ ମାଧ୍ୟମରେ ଶିକ୍ଷକମାନେ ସେମାନଙ୍କ ଶିକ୍ଷାର୍ଥୀଙ୍କ ବୁଝାମଣାରେ ଥିବା ତ୍ରୁଟିକୁ ଚିହ୍ନଟ କରିପାରିବେ, ଆବଶ୍ୟକୀୟ ଶିକ୍ଷା ଦାନ କରିପାରିବେ ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଆବଶ୍ୟକତା ପୂରଣ କରିପାରିବେ।
ଶିକ୍ଷକମାନେ

ଆପଣଙ୍କ ଶ୍ରେଣୀଗୃହରେ ଥିବା ବିଭିନ୍ନ ପ୍ରକାରର ଶିକ୍ଷାର୍ଥୀଙ୍କ ବୁଝାମଣାରେ ଥିବା ଅଭାବକୁ ଚିହ୍ନଟ କରନ୍ତୁ ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷାଦାନ କରନ୍ତୁ

ଆମେ ଶିକ୍ଷକମାନଙ୍କୁ ସେମାନଙ୍କର ସମଗ୍ର ଶ୍ରେଣୀଗୃହକୁ ସମର୍ଥନ କରିବାକୁ ସଶକ୍ତ କରୁ। ଖାନ୍ ଏକାଡେମୀ ବ୍ୟବହାର କରିଥିବା ୯୦% ଆମେରିକୀୟ ଶିକ୍ଷକ ଆମ ବ୍ୟବସ୍ଥାକୁ ପ୍ରଭାବଶାଳୀ ମନେକରନ୍ତି।

ଶିକ୍ଷାର୍ଥୀ ଏବଂ ବିଦ୍ୟାର୍ଥୀ

ଆପଣ ସବୁକିଛି ଶିଖିପାରିବେ।

ଗଣିତ, ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଷୟରେ ଏକ ଗଭୀର, ଦୃଢ଼ ବୁଝାମଣା ସୃଷ୍ଟି କରନ୍ତୁ।

"ମୁଁ ଯେତେବେଳେ ପିଲାଥିଲି, ଗଣିତକୁ ଭୟ କରୁଥିଲି। କିନ୍ତୁ ଏବେ ଖାନ୍ ଏକାଡେମୀ କାରଣରୁ ମୁଁ ଗଣିତକୁ ଭଲ ପାଉଛି।"
ଅଞ୍ଜଳୀଭାରତ
ମିଳିମିଶି ଆମେ ଏକ ପରିବର୍ତ୍ତନ ଆଣିପାରିବା

ପ୍ରତ୍ୟେକ ଶିଶୁ ଶିଖିବାର ସୁଯୋଗ ପାଇବା ଉଚିତ୍।

ସମଗ୍ର ବିଶ୍ୱରେ ୬୧୭ ନିୟୁତ ପିଲା ମୌଳିକ ଗଣିତ ଓ ପଠନ କୌଶଳରୁ ବଞ୍ଚିତ ହେଉଛନ୍ତି। ଆପଣ ପିଲାଙ୍କ ଜୀବନର ପଥ ବଦଳାଇ ପାରିବେ।

ଆଜି ହିଁ ଖାନ୍ ଏକାଡେମୀରେ ଯୋଗଦିଅନ୍ତୁ

ପ୍ରମୁଖ ସମର୍ଥକ

Bank of America
College Board
Ann and John Doerr
Bill and Melinda Gates Foundation
Fundação Lemann
Carlos Rodriguez-Pastor
Tata Trusts
Valhalla Charitable Foundation
OSZAR »